ବିଶିଷ୍ଟ କବି ଓ ପ୍ରଶାସକ ରଂଜନ କୁମାର ଦାସଙ୍କ ପ୍ରଥମ ବିଦେଶ ଯାତ୍ରାର ରୋମାଞ୍ଚକର କାହାଣୀ ହିଁ "ଫୁଲ ଫଗୁଣର ଦେଶ"! ହୁଡ଼କୋ ତରଫରୁ ଫିଲିଫାଇନ୍ସର ରାଜଧାନୀ ମାନିଲାଠାରେ ଆୟୋଜିତ ସ୍ମାର୍ଟ ସିଟି କର୍ମଶାଳାରେ ଯୋଗଦେବା ପାଇଁ ଯାଇଥିବା ଅବସରରେ ତାଙ୍କର ଭ୍ରମଣ ଅଭିଜ୍ଞତାର ଏହା ସଫଳ ରୂପାୟନ!
Je wachtwoord moet minstens 8 karakters lang zijn, bevat minimaal 1 hoofdletter, 1 kleine letter, 1 numeriek en 1 speciaal karakter.